ନିରାଶ ମନର ନୂଆ ଆସା ଚାରିଟେବୁଲ ଟ୍ରଷ୍ଟ

ଟାଙ୍ଗୀ,(ଦୀପକ କୁମାର ବେଉରା): କଟକ ଜିଲ୍ଲାର ଟାଙ୍ଗି- ଚୌଦ୍ଵାର ବ୍ଲକ ଅନ୍ତର୍ଗତ ମାଗୁରା ପଞ୍ଚାୟର ଆଡ଼ମ୍ବର ଗ୍ରାମର ଗଣେଶ୍ୱର ନାୟକଙ୍କ ପତ୍ନୀ ମିନତୀ ନାୟକ ଓ ଦୁଇପୁଅ କାହ୍ନୁ ନାୟକ,ବେଣୁଧର ନାୟକ ଆପେ ତାଙ୍କ ଶରୀର ଦୁର୍ବଳ ହେବା ସହ ହାତ ଗୋଡ଼ ବଙ୍କା ହୋଇଯାଉଛି ଚାଲିବା ପାଇଁ ବଳ ପାଉନି। ଜଣେ ସଦସ୍ୟଙ୍କୁ ନେଇ ତାଙ୍କ ଅଭାବି ପରିବାର ମୁଲମଜୁରୀ ଲାଗି ଚଳନ୍ତି । ଅତି ଗରିବ ଜମି ବାଡ଼ି କିଛି ନାହିଁ,ଏହି ଖବର ସମ୍ଭବ ଟ୍ରଷ୍ଟ ଜାଣିବାକୁ ପାଇଥିଲେ କାଲି ତାଙ୍କୁ ଭେଟି ତାଙ୍କର ପରିବାର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଦେଖି ନୀତିଦିନ ଚଳିବା ପାଇଁ ପରିବାର ଉନ୍ନତିକୁ ଲକ୍ଷ୍ୟ ରଖି ଏକ ଛୋଟ ଦୋକାନ କରି ଚଳିବା ନିମନ୍ତେ କିଛି ଜିନିଷ ଯୋଗାଇ ଦେଇଛନ୍ତି ଓ ଆର୍ଥିକ ସହାୟତା ବି ଦେଇଛନ୍ତି । ଏହି ସେବା କାର୍ଯ୍ୟରେ ଟ୍ରଷ୍ଟର ସମ୍ପାଦିକା-ସୁଶ୍ରୀ ପ୍ରମିଳା ସିଂ ସହ ସଦସ୍ୟ ଦୟାନିଧି ବିଶ୍ୱାଳ,ମଙ୍ଗୁ ସାହୁ,ଅନନ୍ତ ସାହୁ,ନୀଳକଣ୍ଠ ସ୍ୱାଇଁ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ