ନିର୍ବାଚନରେ ବିଧି ଉଲଘଂନ କଲେ କାର୍ଯ୍ୟାନୁଷ୍ଠାନ

ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ବିଧି ଉଲଘଂନ କଲେ କଡାକଡି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି ।ରାଜନୈତିକ ଦଳ ଗୁଡିକ ପ୍ରଶାସନିକ ଅଧିକାରୀଙ୍କ ଅନୁମତି ନେବା ପାଇଁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲା ସର୍ବସାଧାରଣ କାନ୍ଥରେ ୧୦୭୯ ପ୍ରାଚୀର ଲିଖନ , ୧୬୧୩୪ ପୋଷ୍ଟର , ୮୧୫୨ ଟି ବ୍ୟାନର , ୪୯୯୮ ଗୋଟି ବିଭିନ୍ନ ପ୍ରଚାର ବସ୍ତୁ ,୩୦,୩୩୬ ବିନା ଅନୁମତିରେ ପ୍ରଚାର ସାମଗ୍ରୀ ସର୍ବ ସାଧାରଣ ସ୍ଥାନରୁ ହଟାଇଦିଆଯାଇଛି । ସେହି ପରି ବ୍ୟକ୍ତି ଗତ କାନ୍ଥରେ ହୋଇଥିବା ୫୨୯ ଗୋଟି ପ୍ରାଚୀର ଲିଖନ , ୯୩୭ ଗୋଟି ପୋଷ୍ଟର , ୫୪୨ ବ୍ୟାନର ,୩୦ ଗୋଟି ପ୍ରଚାର ବିସୟ ବସ୍ତୁ ମୋଟ ୨୦୧୪ ପ୍ରଚାର ସାମଗି କୁୂ ହଟାଇଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ