ନିଳୋକ ହାଇସ୍କୁଲରେ ନାପକିନ୍ ବଣ୍ଟନ କାର୍ଯ୍ୟକ୍ରମ
ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ଶୁକ୍ରବାର ବନ୍ତ ବ୍ଲକ ନିଳୋକ ହାଇସ୍କୁଲରେ ନାପକିନ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ଏଥିରେ ୱାର୍ଡ ସଭ୍ୟା ମାଳତୀ ମହାନ୍ତି ଯୋଗ ଦେଇ ୬୦ ଜଣ ଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ସୁଖି ଯୋଜନାରେ ନାପକିନ୍ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସୁରଜିତା ବାଇ, ସ୍ୱୟଂପ୍ରଭା ନାୟକ, ଚିତ୍ରାବତୀ ବେହେରା ପ୍ରମୁଖ ସହାୟତା କରିଥିଲେ ।


