ନିୟମିତ ଧ୍ୟାନ କଲେ ପଡେ ନାହିଁ ବୟସର ଛାପ

ଯୋଗ, ପ୍ରାଣାୟମ, ଧ୍ୟାନ ଏସବୁ ନିୟମିତ କଲେ ଶରୀର ତଥା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପଡିଥାଏ । ବର୍ତ୍ତମାନ ୨୭%ରୁ ଅଧିକ ଲୋକେ ବୃଦ୍ଧ ହେବା ପୂର୍ବରୁ ହିଁ ବୟସ୍କ ଦେଖାଯାଉଛନ୍ତି । ଏହା ପଛର ମୁଖ୍ୟ କାରଣ ହେଲା ସେମାନେ ମାନସିକ ଅଶାନ୍ତିରେ ରହିବା ସହ କାମର ଚାପ । ବିବାହିତ ଭାରତୀୟ ମହିଳାମାନେ ଏହି ବର୍ଗରେ ଆଗୁଆଥିଲେ । କର୍ମଜୀବୀ ମହିଳାଙ୍କ ତ୍ୱଚାରେ ବୟସର ଛାପ ପଡିଥାଏ । ଏଥିରୁ ରକ୍ଷା ପାଇବାର ସରଳ ଉପା ହେଲା ନିୟମିତ ଧ୍ୟାନ କରିବା । ୧୦ ମିନିଟ୍ ଧ୍ୟାନ କଲେ ହିଁ ତାହା ତ୍ୱଚାକୁ ଅମ୍ଳଜାନ ଯୋଗାଇବା ସହ ଏକ ଚମକ ଆଣିଥାଏ । ଏଣୁ ଧ୍ୟାନକୁ ଦୈନନ୍ଦିନ ଜୀବନଶୈଳୀ ର ମୁଖ୍ୟ କାମ ଭାବେ ଗ୍ରହଣ କରିବା ଉଚିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ