ନିୟମ କୁ ଭଗ୍ନ କରୁଛନ୍ତି ସେବାୟତ

(ଯୁଗାବ୍ଦ ନ୍ୟୁଜ )ପୁରୀ ରେ ଚାଲିଛି ପବିତ୍ର ଘୋଷଯାତ୍ରା କାଳିଆର ନବଦିନାତ୍ମକ ଯାତ୍ରା ଦେଖିବା ପାଇଁ ଦେଶ ବିଦେଶରୁ ଲକ୍ଷଲକ୍ଷ ଭକ୍ତ ଙ୍କ ସମାଗମ ଶଙ୍କ କ୍ଷେତ୍ର ରେ ଏହି ସମୟରେ ଗୋଟିଏ ଫୋଟ ସେବାୟତ ଙ୍କ ମଧ୍ୟରେ ଭାଇରାଲ ହୋଇଛି । ସୁଭଦ୍ରା ଙ୍କ ଦର୍ପଦଳନ ରଥରେ ବିଜେ ସୁଦର୍ଶନ ଙ୍କୁ ଆଉଜି ଶୟନ ମୁଦ୍ରା ରେ ଅଛନ୍ତି ଜଗନ୍ନାଥ ଙ୍କ ର ଆଦ୍ୟ ସେବକ ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ର । ଏହି ଫୋଟ ଚାରିଆଡେ ଘୁରି ବୁଲିବା ପରେ ଭକ୍ତ ଙ୍କମଲରେ ଗଭୀର ଉଦବେଗ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ