ନୂଆଦିଲ୍ଲୀରେ ଦଶହରା ପାଳିବେ ମୋଦି !

ନୂଆଦିଲ୍ଲୀ (ଯୁବାଦ୍ଦନ୍ୟୁଜ) ଆଜି ପବିତ୍ର ବିଜୟାଦଶମୀ ଗାଁ ଠୁ ସହର ଚାରିଆଡେ ଭକ୍ତିପୁତ ପରିବେଶ । ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣରେ ଫାଟିିଡୁଛି ସମସ୍ତ ଦୁର୍ଗା ମଣ୍ଡପ ।ଆଉ ନେତାଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ସମସ୍ତେ ଜଗତ୍ଜନନୀଙ୍କ ଆଶିଷ ଭିକ୍ଷ୍ୟ କରିବା ପାଇଁ ମଣ୍ଡପରେ ଭିଡ ଯମାଉଛନ୍ତି । ଏଥିରୁ କେମିତି ବାଦ୍ ପଡିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଚଳିତ ବର୍ଷ ନୂଆଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଆୟୋଜିତ ଦଶହରା ସମାରୋହରେ ଅଂଶଗ୍ରହଣ ମୋଦି ଏବଂ ତାଙ୍କ ସହିତ ଏହି କାର‌୍ୟ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଉପସ୍ଥିତ ରହିପାରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ