ନୂଆ ଡ୍ରେସ୍ ପିନ୍ଧି ମଧ୍ୟ ଟ୍ରୋଲ ହେଲେ ସୋନାକ୍ଷୀ

ଆଇଟମ୍ ଗର୍ଲ ତଥା ଅଭିନେତ୍ରୀ ମଲାଇକା ଅରୋରାଙ୍କ ଭଳି ପୋଷାକ ପିନ୍ଧିବାକୁ ନେଇ ଟ୍ରୋଲ ହୋଇଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ନିଜର ସୋସିଆଲ ଆକାଉଣ୍ଟରେ ଡିଜାଇନର ମୋହିତ ରାୟଙ୍କ ଦ୍ୱାରା ନିର୍ମିତ ଧଳା ରଙ୍ଗର ଏକ ପୋଷାକକୁ ସୋନାକ୍ଷୀ ଶେୟାର କରିଥିଲେ । ଏଥିରେ ସେ ଖୁବ୍ ସୁନ୍ଦର ଲାଗୁଥିଲେ ହେଁ ପୂର୍ବରୁ ମଲାଇକା ଏହି ଡିଜାଇନ୍ ପିନ୍ଧି ସାରିଛନ୍ତି । ବାଗ୍ ପୁରସ୍କାର ବିତରଣ ଉତ୍ସବରେ ମଲାଇକା ସମାନ ଡ୍ରେସକୁ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୁଣି ଥରେ ସୋନାକ୍ଷୀ ଏହାକୁ ପିନ୍ଧିବାରୁ ଟ୍ରୋଲ ହାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ