ନୂତନ ବର୍ଷରେ ବୁଦ୍ଧଖୋଲରେ ପର୍ଯ୍ୟଟକଙ୍କ ଭିଡ଼
ବୁଗୁଡ। – ବୁଧବ।ର ଦିନ ନୂତନ ବର୍ଷ ଉପଲକ୍ଷେ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲରେ ବହୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବ।କୁ ମିଳିଥିଲ।। ର।ଜ୍ୟ ଓ ର।ଜ୍ୟ ବ।ହ।ରୁ ବହୁ ପର୍ଯ୍ୟଟକ ବୁଦ୍ଧଖୋଲକୁ ବିଭିନ୍ନ ଯ।ନରେ ଆସି ବଣଭୋଜି କରିବ। ସହ ବୁଦ୍ଧଖୋଲର ପ୍ର।କୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ।ପର୍ଯ୍ୟଟକମ।ନେ ପର୍ବତ ଉପରେ ପ୍ରତିଷ୍ଠିତ ପଞ୍ଚ ମହ।ଦେବଙ୍କୁ ଦର୍ଶନ କରିବ। ସହ ସିଦ୍ଧଗୁମ୍ଫ। ଦେଖିବ।କୁ ଭୁଲନଥିଲେ। ଏଥିସହ ପର୍ବତ ଉପରେ ମନ୍ଦିର ନିକଟରେ ଥିବ। ଜଳ ପ୍ରପ।ତ ଓ ପ।ଦଦେଶରେ ଥିବ। ସୁଇମିଙ୍ଗ ପୁଲରେ ଗ।ଧୋଇବ।ର ମଜ। ନେଉଥିଲେ। ହିଲଟପ ରୋଡ଼ରେ ଗ।ଡି ଚ।ଳନ। ସହ ଶିବପ।ର୍ବତୀ ଓ ହନୁମ।ନ ମୂର୍ତ୍ତି ନିକଟରେ ଫୋଟ ଉଥ।ଉଥିବ। ଏବଂ ସଙ୍ଗୀତର ତ।ଳେ ତ।ଳେ ଯୁବ ଗୋଷ୍ଟି ନ।ଚକରି ଆନନ୍ଦ ଉପଭୋଗ କରିବ। ଦେଖିବ।କୁ ମିଳିଥିଲ।। ଶ।ନ୍ତିଶୃଙ୍ଖଳ। ପ।ଇଁ ବୁଦ୍ଧଖୋଲ ଉନ୍ନୟନ ସମିତିର ଉପ ସଭ।ପତି ଚନ୍ଦନ ଚର୍ଚ୍ଚିତ ପ।ତ୍ର, ସ।ଧ।ରଣ ସମ୍ପ।ଦକ ସୁରେଶ ଚନ୍ଦ୍ର ଦ।ଶ, କୋଷ।ଧ୍ୟକ୍ଷ ତ୍ରିଲୋଚନ ଦୋର।,ବିଧ।ୟକଙ୍କ ପ୍ରତିନିଧି ର।ଜେନ୍ଦ୍ର କୁମ।ର ପ।ଢୀ ପ୍ରମୁଖଙ୍କ ନେତୃତ୍ୱରେ ସମିତି ସଦସ୍ୟ ବୃନ୍ଦ କ।ର୍ଯ୍ୟରତ ରହିବ। ସହ ଆସନ୍ତ। ଜ।ନୁୟ।ରୀ ୧୦ ରୁ ୧୩ ତ।ରିଖ ପର୍ଯ୍ୟନ୍ତ ହେବ।କୁ ଥିବ। ବୁଦ୍ଧଖୋଲ ମହୋତ୍ସବର କ।ର୍ଯ୍ୟକ୍ରମକୁ ଆଗେଇ ନେବ।ରେ ଲ।ଗିପଡିଥିବ। ଦେଖିବ।କୁ ମିଳିଥିଲ। ।


