ପଜିଟିଭ୍ ଚିହ୍ନଟ ପରେ ସହରର ୩ ଦୋକାନ ସିଲ୍

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ସହରରେ ଥିବା ୩ଟି ଦୋକାନୀ ସଦସ୍ୟଙ୍କ ପଜିଟିଭ୍ ଚିହ୍ନଟ ପରେ ସେହି ପରିବାର ସଦସ୍ୟଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ସେମାନଙ୍କ ଦୋକାନ ଗୁଡିକୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଛତ୍ରପୁର ମେଇନ୍ ରୋଡ୍ ମଝିବଜାର ସ୍ଥିତ ୨ଟି୍ ଦୋକାନ ଏବଂ ତାଡେପଲ୍ଲୀ ଛକ ସ୍ଥିତ ଏକ ଦୋକାନକୁ ସିଲ୍ କରାଯାଇଛି ବୋଲି ଛତ୍ରପୁର ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌.ଗଣେଶ ବାବୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ