ପଞ୍ଚାୟତରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦିନିକିଆ ଗଂଜାମ ଗସ୍ତ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ପଂଚାୟତରାଜ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ବୁଧବାର ଗଂଜାମ ଦିନିକିଆ ଗସ୍ତ ଅବସରରେ ଜିଲ୍ଲାର ଆସ୍କା, ସୋରଡା, ଗୋପାଳପୁର, କନିଷି ସମେତ ବ୍ରହ୍ମପୁର ମହା ନଗର ନିଗମ ଅଧୀନରେ ବିଭିନ କାର୍ଜ୍ୟ କ୍ରମର ଭିତ୍ତି ପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପଂଚାୟତରାଜ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଜେନା ବୁଧବାର ସକାଳ ସାଢେ ୯ ଘଣ୍ଟା ସମୟରେ ଗୋପାଳପୁର ବିଜ୍ଞାପିତ ଅଂଚଳର ବିଭିନ୍ନ ଉନ୍ନତ ମୂଳକ କାର୍ଜ୍ୟ କ୍ରମର ଶୁଭ ଭିତି ପ୍ରସ୍ତର ସ୍ଥାପନ କରିବା ପରେ ସେଠାରୁ ସେ, ଘଣ୍ଟା୧୦.୨୦ମିନଟ ସମୟରେ ରଙ୍ଗୀ ଲୁଣ୍ଡାବ୍ଲକ୍ରର କନିଷି ଠାରେ ପଂଚାୟତ ସମିତି ର କୋଠା ଗୃହ ଉଦଘାଟନ କରିବା ପରେ ସେଠାରୁ ବ୍ରହ୍ମପୁର ପହଂଚି ୧୧.୪୦ ବିଭିନ୍ନ କାର୍ଜ୍ୟ କ୍ରମର ଭିତି ପ୍ରସ୍ତର ଓ ଉଦ୍ଘାଟନ କରିବା କାର୍ଜ୍ୟ କ୍ରମ ରହିଛି, ଏହିଠାରୁ ସେ ଆସ୍କା ଅଭି ମୁଖେ ଗସ୍ତ କରି ସେଥରେ ମଧ୍ୟ କିଛି ଉଦ୍ଘାଟନ ଓ ଭିତି ପ୍ରସ୍ତର ସ୍ଥାପନ କରିବା ପରେ ସୋରଡ଼ା ଅଭି ମୁଖେ ଗସ୍ତ କରି ସୋରଡ଼ା ବିଜ୍ଞପିତଅଂଚଳର କିଛି କାର୍ଜ୍ୟ କ୍ରମରେ ଯୋଗ ଦେଇ ଭୁବନେଶ୍ୱର ଫେରିଯିବାର କାର୍ଯକ୍ରମ ରହିଥିବା ଜଣ।ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ