ପଥ ପ୍ରାନ୍ତ ପ୍ରଦର୍ଶନୀ ଇଣ୍ଡିଆନ୍ ଅଏଲ ଦ୍ଵାରା ଆୟୋଜିତ

ଭୁବନେଶ୍ୱର :ଅଦର କରି ଖାଇବା ତେଲ କୁ ବ୍ୟବହାର ନ କରି ତାର ଅନ୍ୟତ୍ର ବ୍ୟବହାର କରି ଶକ୍ତି ନିରୂପଣ କରିବା ପାଇଁ ପ୍ରାକୃତିକ ତୈଳ ଆଉ ବାଷ୍ପ ମନ୍ତ୍ରାଳୟ ତରଫରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୦ ତାରିଖ ବିଶ୍ବ ଜୈବ ଇନ୍ଧନ ଦିବସ ଭାବେ ଜୈବ ତୈଳ କ୍ଷେତ୍ର ରେ ପାଳନ କରାଯାଏ । ବାରମ୍ବାର ଖାଇବା ତୈଳ କୁ ବ୍ୟବହାର କରିବା ସ୍ବାସ୍ଥ୍ୟ ପ୍ରତି ହନି କାରକ ହୋଇଥାଏ । ଜୈବ ପେଟ୍ରୋଲ ନିର୍ମାଣ କରିବା ପାଇଁ ବ୍ୟବହୃତ ଖାଇବା ତେଲ ର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଥାଏ । ସେହି ସମୃଦ୍ଧି ର ଯୋଗଦାନ ପାଇଁ ଇଣ୍ଡିଆନ୍ ଅଏଳ ତରଫରୁ ଭୁବନେଶ୍ୱର ଠାରେ \”ଟଉଙ ଉପରେ ଆଧାରିତ ଜୈବ ଇନ୍ଧନ ପାଇ ପାଠ ପ୍ରାନ୍ତ ପ୍ରଦର୍ଶନୀ \” ଅନୁଷ୍ଠିତ କରାଯାଇ ଥିଲା । ଯୁଗ୍ମ ସମ୍ପାଦକ ଏମ୍ ଓ ପି, ଏନ୍ ଜି ଶ୍ରୀ ରୋହିତ ମାଥୁର , ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସି ଜି ଜି , ଓଡ଼ିଶା ରାଜ୍ୟ ମୁଖ୍ୟ ଶ୍ରୀ ସୁଭୋଜିତ୍ ଘୋଶ୍ ଅତିଥି ମାନଙ୍କୁ ସ୍ଵାଗତ କରି ଥିଲେ । ଅତିଥି ଭାବେ ଇ ଡି, ଜୈବ ଇନ୍ଧନ, ବିପି ସି ଏଲ ଶ୍ରୀ ଏସ ପାଠକ, ସି ଜି ଏମ୍ , ଆଇ ଓ ସି ଏଲ୍ ଶ୍ରୀ ଶାନ୍ତନୁ ଗୁପ୍ତା ଯୋଗ ଦେଇଥିଲେ । ରନ୍ଧନ ତୈଳ ର ପୁନଃ ବ୍ୟବହାର ସ୍ବାସ୍ଥ୍ୟ ପ୍ରତି ଅନୁକୂଳ ନୁହଁ । ଏହି ବ୍ୟବହୃତ ରନ୍ଧନ ତୈଳ ରେ ଏକ ଉତ୍କୃଷ୍ଠ ବ୍ୟବହାରିକ ଜୈବ୍ୟ ଡିଜେଲ୍ ଉତ୍ପାଦନ ହୋଇ ପାରିବ ।ଭାରତ ସରକାର ଙ୍କ ଖାଦ୍ୟ ନିରାପତ୍ତା ବିଭାଗ (ୠଝଝଇଓ) କିଛି ଖାଦ୍ୟ ଉପରେ ପ୍ରତିବନ୍ଧକ ଲଗେଇଛନ୍ତି , ଯାହା ଟଉଙ ର ମୋଟ ୨୫ ପ୍ରତିସଦ ଞଚଉ ଅନ୍ତର୍ଭୁକ୍ତ ଥାଏ । ଜାତୀୟ ଜୈବ ଇନ୍ଧନ ନିୟମ ୨୦୧୮ ଅନୁସାରେ ଟଉଙ ଜୈବ ଇନ୍ଧନ ପାଇଁ ଏକ ସମ୍ଭାବ୍ୟ ଖାଦ୍ୟ ସଂଗ୍ରହ ସ୍ଥଳୀ ଭାବେ ମାନ୍ୟତା ପାଇଛି ଏବଂ ଏହା ଜୈବ ଇନ୍ଧନ ଉତ୍ପାଦନ ପାଇଁ ରନ୍ଧନ ତୈଳ ସଂଗ୍ରହ ର ପ୍ରଣାଳୀ ଉପରେ ଯଥେଷ୍ଟ ଗୁରୁତ୍ଵ ଦେଇଛି । ୩ ଗଗଞ ର ଟଉଙ ପୁନରୁଦ୍ଧାର କରିବା ପାଇଁ ଜୈବ ଇନ୍ଧନ ଉତ୍ପାଦନ କରିବାରେ ଏହାର ଯଥେଷ୍ଟ କ୍ଷମତା ଅଛି , ଯାହା ର ଅନ୍ୟ କୌଣସି ବି ଜନ୍ତ୍ରୀୟ କ୍ରିୟା ନାହିଁ ଜୈବ ଇନ୍ଧନ ଉତ୍ପାଦନ ପାଇଁ । ୠଝଝଇଓ ଏକ ଇକୋ ସିଷ୍ଟମ୍ ପ୍ରକ୍ରିୟା ଜାରି କରିଛି ଯାହା ର ନାମ ପୁନଃ ବ୍ୟବହୃତ ରନ୍ଧନ ତୈଳ (ଜଟଉଙ) , ଯଦ୍ୱାରା ରନ୍ଧନ ତୈଳ ସଂଗ୍ରହ କରାଯାଇ ପାରିବ ଆଉ ଜୈବ ଡିଜେଲ୍ ଉତ୍ପାଦନ କରାଯାଇ ପାରିବ । ଜଟଉଙ ଅନୁକିଲ୍ୟ ରେ ୠଝଝଇଓ ଏକ ପଦକ୍ଷେପ ନେଉଛନ୍ତି , ଯାହାର ନାମ ଋଋଋ । ଅର୍ଥାତ୍ ଶିକ୍ଷା , ପ୍ରବର୍ତ୍ତନ , ଆଉ ପରସ୍ପର ସଂପୃକ୍ତ ଜୈବ ସମାଜ । ଏହାର ଉଦ୍ଦେଶ୍ୟ ଟଉଙ ଜୈବ ଇନ୍ଧନ ପାଇ ଟଉଙ ର ଯଥେଷ୍ଟ ଆବଶ୍ୟକତା ପୂର୍ଣ୍ଣ କରିବା ପାଇଁ , ସୁନ୍ଦର୍ ସ୍ବାସ୍ଥ୍ୟ , ୧୩୦ କୋଟି ନାଗରିକ ଙ୍କ ସୁରକ୍ଷା , ଶକ୍ତି ସଂରକ୍ଷଣ ଏବଂ ପାଣି ପାଗ ର ଅପରିବର୍ତନ ପାଇଁ ଏହି ପଦକ୍ଷେପ ନିଆ ଯାଇଛି । ମାନ୍ୟବର ତୈଳ , ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୦ ଅଗଷ୍ଟ ୨୦୧୯ ରେ ବିଶ୍ଵ ଜୈବ ଇନ୍ଧନ ଦିବସ ରେ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ କ୍ଟଲ ସଦ୍ଭଗ୍ଧରକ୍ସରଗ୍ଦଗ୍ଧ (ଋଙଓଗ୍ଦ) ଉପସ୍ଥାପନ କରିଛନ୍ତି । ଏହି ଋଙଓଗ୍ଦ , ଓଦ୍ଭୟସବଦ୍ଭ କ୍ଟସକ୍ଷ, ଈଚଉଖ, ଏବଂ ଐଚଉଖ ଆଦି ସଂସ୍ଥା ମାନଙ୍କ ଦ୍ଵାରା ସେମାନଙ୍କ ୱେବ୍ ସାଇଟ୍ ମାଧ୍ୟମରେ ଆଗକୁ ବଢ଼ି ଚାଲିଛି । ସର୍ବ ମୋଟ ୧୧ ଟି ଋଙଓଗ୍ଦ ୧୦ ଅଗଷ୍ଟ ୨୦୧୯ ଠାରୁ ୯ ନଭେମ୍ବର ୨୦୨୦ ଯାଏଁ ଚାଲୁ ରହିବ । ଏମିତି ୩ ଟି ଋଙଓଗ୍ଦ ଚାଲୁ ହେବା ପରେ , ତାହା ବିପକ୍ଷ ରେ ଓଙଉ ଙ୍କୁ ୧୦ ଟି ଉଦ୍ୟୋଗ ରୁ ଯାଇ ଡିଜେଲ୍ ଉତ୍ପାଦନ ପାଇ ଦିନକୁ ୪୩୨ ଟନ୍ ତ୍ରିଗୁଣିତ ଶକ୍ତି ସହ ଉତ୍ପାଦନ ର ସ୍ବୀକାର ମିଳିଛି । ଆଜି ର ଦିନରେ ଖଙଓ ମାନେ ପାଇଛନ୍ତି ୬ ଟି କାରଖାନା ପାଇଁ ଯାହା କି ୨୯୨ ଟନ୍ ଜୈବ ଡିଜେଲ୍ ଦିନକୁ ଉତ୍ପାଦନ କରିବା ପାଇଁ ଶୀକୃତି ପ୍ରାପ୍ତ ଜ୍ଝ ପ୍ରକୃତ ଉଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଓଙଉ ସମ୍ପୂର୍ଣ୍ଣ ଭାରତ ବର୍ଷ ରେ ୭ ଟି ପଥ ପ୍ରାନ୍ତ ପ୍ରଦର୍ଶନୀ ୨୦୨୦ ଜୁନ ସୁଦ୍ଧା କରିବାକୁ ଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ