ପବିତ୍ର କାର୍ତ୍ତୀକ ମାସ ଉପଲକ୍ଷେ ୧୦୮ ହନୁମାନ ଚାଳିସା

(ଯୁଗାବ୍ଦ ନ୍ୟୁଜ )ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଗୋଷାଣୀ ନୁଆଁ ଗାଁ ରେ ପବିତ୍ର କାର୍ତ୍ତୀକ ମାସ ଉପଲକ୍ଷେ ଦିବ୍ୟ ଜୀବନ ସଘଂ ଭକ୍ତ ମାନଙ୍କ ଦ୍ୱାରା ଗତକାଲି ଦିନ ୧୦ ଘଣ୍ଟାରେ ଅଳକାପୁରୀ ଖୋଡାସିଙ୍ଗ ଠାରେ ୧୦୮ ହନୁମାନ ଚାଳିସ.ମହାମନ୍ତ୍ର,ଗୀତା ପାଠ, ପାଦ ପୂଜା , ହୋମ , ଆରତୀ ,ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ସହଦେବ ପାତ୍ର ,ବିଶ୍ୱନାଥ ସାହୁ ,ବାପି ସାହୁ ,ଜାନିଭାଇ,ସରସ୍ୱତୀ ସାହୁ,ସବିତା ସାହୁ ,ନୟନା ମା ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ