ପାକିସ୍ତାନ ର ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ –ଜିତିଲେ ସେମିଫାଇନାଲ ଟିକେଟ
ଇଂଲଣ୍ଡ ରେ ଚାଲିଥିବା ଚଳିତ ବିଶ୍ୱକପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରେ ପାକିସ୍ତାନ କୁ ଭେଟୁଛି ଆଫଗାନିସ୍ତାନ । ଦୁଇଟି ଯାକ ମ୍ୟାଚ ସେମିଫାଇନାଲ ଦୈଡରେ ଥିବା ଦଳ ଗୁଡିକ ପାଇଁ ବଡ ଫରକ ପକାଇବ । ଲଟସ ଗ୍ରାଉଣ୍ଡ ରେ ଖେଳାଯାଉଥିବା ଏହି ମ୍ୟାଚ ରେ ଟସ ଜିତି ପ୍ରଥମେ ବ୍ୟଟିଂ କରିବାର ନିଷ୍ପତ୍ତି ନେଇଛି ଆଫଗାନିସ୍ତାନ । ଯଦି ଆଜିର ମ୍ୟାଚ ରେ ପରାଜିତ ହୁଏ ତେବେ ସେମିଫାଇାଲ ଦୈଡ ରୁ ମାତ ପଡିବ ।


