ପାକିସ୍ତାନ ୧୦୦ ଭାରତୀୟ ମସ୍ର‌୍ୟଜୀବି ଙ୍କୁ ଛାଡିଲା

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଦୁଇଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଏହି ଘଟଣା ଭିତରେ ପାକିସ୍ତାନ ଭାରତର ଶତ୍ରୁ ହୋଇଥିଲେ ମଧ୍ୟ ପାକିସ୍ତାନ ସରକାର ରବିବାର ଦିନ ନିଜର ସଦଭାବନା ଦେଖାଇଛି । ଭାରତୀୟ ମସ୍ରଜୀବିଙ୍କୁ ରବିବାର ୧୦୦ ଜଣ ଙ୍କୁ ମୁକ୍ତ କରିଛି । ଏହା ସହ ପାକିସ୍ତାନ ୪ ଟି ପର୍ଯ୍ୟାୟରେ ଭାରତୀୟ ମସ୍ର‌୍ୟଜୀବି ମାନଙ୍କୁ ହସ୍ତାନ୍ତର କରିବ ବୋଲି ପାକିସ୍ତାନ ତରଫରୁ କୁହାଯାଇଛି । ୧୦୦ ଜଣଙ୍କୁ ଆଜି ସୁରକ୍ଷା ମଧ୍ୟରେ ଲାହୋରକୁ ନିଆଯାଇଛି ।ଏହା ପରେ ସେଠାରୁ ୱାଘା ସୀମାକୁ ନେଇ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ