ବରମୁଲ୍ଲାରେ ପ୍ରତି ବୁଧବାର ଓ ରବିବାର ଗାଡି ଚଳାଚଳ ବନ୍ଦ

ଶ୍ରୀନଗରର ବରମୁଲ୍ଲାରୁ ଉଦ୍ଧମପୁର ଗୁରୁତ୍ୱ ପୂର୍ଣ୍ଣ ରାଜପଥରେ ସାଧାରଣ ଯାତାୟତ ପଥରେ ସପ୍ତାହ ରେ ଦୁଇ ଦିନ ଯାନବାହାନ ଗମନା ଗମନ କୁ ସଂମ୍ପୂର୍ଣ୍ଣ କଟକଣା କରାଯିବାକୁ ସ୍ଥିର କରାଯାଇଛି । ପ୍ରତି ସପ୍ତାହର ବୁଧବାର ଓ ଗୁରବାର ଦିନ କଟକଣା ଲଗାଇବା ପାଇଁ ସ୍ଥିର କରାଯାଇଛି ।ଗୁଇନ୍ଦା ବିଭାଗ ର ସୂଚନା ମିଳିବା ପରେ ପୁଣି ଥରେ ପୁଲୱାମା ଭଳି ଆକ୍ରମଣ ଭଳୂି ଭୟାନକ ଘଟଣା ଘଟାଇବାକୁ ପ୍ରୟାସ କରିଥିବା କୁହାଯାଉଛି । ତେଣୁ ସମସ୍ତ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଏହି ପରି ନିୟମ କରାଯାଇଛି । ଜରୁରୀ କାଳୀନ ପରିସ୍ଥିତିରେ ଟ୍ରାଭେଲ ପାଶ ଦେବା ପାଇଁ ହାଇୱେର ବିଭିନ୍ନ ସ୍ଥାନରେ ମାଜିଷ୍ଟେଟ ଉପସ୍ଥିତ ରହିବେ । ଜରୁରୀ କାଳୀନ ପରିସ୍ଥିତିରେ ସେମାନଙ୍କୁ ପାଶ ପ୍ରଦାନ କରାଯିବ । ବତ୍ତମାନ ସୁଦ୍ଧା ବିବାହ ପାଇଁ ୧୨ ଜଣଙ୍କ ୁ ଅନୁମତି ଦିଆଯାଇଛି । ସେନା ଗାଡିକୁ ପରମିଶନ ଦିଆଯାଇଛି ରୋଟରେ ଯିବା ପାଇର୍ ବହୁ ଜନସାଧାରଣ ଅନୁରୋଧ କଲେ ମଧ୍ୟ କଟକଣା ଲାଗିଥିବାରୁ ଶହ ଶହ ଯାତ୍ରୀ ଅଟକି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ