ପାଖରେ ସୁନ୍ଦର ପୁଅଙ୍କୁ ଦେଖି କ’ଣ ଭାବନ୍ତି ଝିଅମାନେ

ଅନେକ ସମୟରେ ପାଖରେ ସୁନ୍ଦର ପୁଅକୁ ଦେଖିଲେ ଝିଅମାନେ ଅନେକ କିଛି ଭାବିଥାନ୍ତି । ତେବେ ସେମାନେ କ’ଣ ଭାବିଥାନ୍ତି ଏହା ସମସ୍ତଙ୍କ ଜାଣିବାକୁ ଇଚ୍ଛା ଥାଏ । କେବଳ ପୁଅମାନେ ଆଗେ କଥା ହୁଅନ୍ତି ତାହା ନୁହେଁ, ବରଂ ଝିଅମାନେ ବହୁତ କିଛି ଭାବିଥାନ୍ତି । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
– “କେତେ ସୁନ୍ଦର ଓ ଷ୍ଟାଇଲିଷ୍ଟ, ଏହାକୁ କମ୍ ଚାହିଁବାକୁ ପଡ଼ିବ ନ ହେଲେ ଭାଉ ଖାଇବ ।’
– “ଇଏ ଏତେ ସୁନ୍ଦର, ଆର ବହୁତ ଗାର୍ଲ ଫ୍ରେଣ୍ଡ ଥିବେ । ତେବେ ଏହାର ଗାର୍ଲଫ୍ରେଣ୍ଡ କେମିତି ହୋଇଥିବ । କିଏ ଜାଣିଲା ଥିବ କିମ୍ବା ନ ଥିବ ।’
– “ପିଲାଟାକୁ ଦେଖିଲେ ଧନୀ ଭଳି ଲାଗୁଛି, ଇଏ ବ୍ୟାଚଲର୍ ଥିବ କି ନାହିଁ ।’
– “ଏମିତି କ’ଣ କରିବି ଯେଉଁଥିରେ ସେ ମୋ ସହିତ କଥା ହେବ ।’
– “କାହିଁକି , ମୁଁ କାହିଁକି ଆଗ କଥା ହେବି, ମୁଁ କ’ଣ କମ୍ ସ୍ମାର୍ଟ ନା କ’ଣ ।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ