ପାଣିପାଗ ପରିବର୍ତ୍ତନ ସହ ସ୍କୁଲ ଛୁଟିର ପରିବର୍ତ୍ତନ କଲା ଗଣଶିକ୍ଷାବିଭାଗ

ଆସନ୍ତାକାଲି ସରିବ ଗ୍ରୀଷ୍ମ ଅବକାଶ ଛୁଟି । ଏନେଇ ଆଜି ସୁଚନା ପ୍ରଦାନ କରିଛନ୍ତି ବିଦ୍ୟାଳୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପାଣିପାଗର ପରିବର୍ତ୍ତନ ହେୂବା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯଇଥିବା ସେ କହିଛନ୍ତି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ଛାତ୍ର ଛାତ୍ରୀଙ୍କର ସୁରକ୍ଷାକୁ ଦୃଷ୍ଟି ଆଗରେ ରଖି ଜୁନ ୨୫ ତାରିଖ ପର୍ଯ୍ୟନ୍ତ ବଢାଇଥିଲେ ରାଜ୍ୟ ସରକାର କିନ୍ତୁ ଗ୍ରୀଷ୍ମ ପ୍ରବାହ କମିବା ଯୋଗୁଁ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ