ପାରଳାରେ ଦଣ୍ଡଯାତ୍ରା ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ମା ଶ୍ୟାମା କାଳୀ ମନ୍ଦିର କମିଟି ଦ୍ବାରା ମନ୍ଦିର ସମ୍ମୁଖ ପଡ଼ିଆରେ ମେରୁ ଯାତ୍ରା ପୂର୍ବରୁ ଦୀର୍ଘ ୧୩ଦିନିଆ ଦଣ୍ଡ ଯାତ୍ରା ଶୁଭାରମ୍ଭ ମ୍ଭ ହୋଇଛି। ହୋ ଗଂଜାମ ଜିଲ୍ଲାର ଦଣ୍ଡ ନାଟୁଆ ଆସି ଏଠାରେ ଦଣ୍ଡ ନୃତ୍ୟ ପ୍ରତିଦିନ ପରିବେଷଣକରିଥାନ୍ତି। ଏହି ଅବସରରେ କଣ୍ଟାଦଣ୍ଡ, ଅଗ୍ନିଦଣ୍ଡ, ଧୂଳିଦଣ୍ଡ ଆଦି ବିଭିନ୍ନ ପ୍ରକାରର ଦଣ୍ଡ ଦଣ୍ଡ ସେମାନେ ପରିବେଷଣ କରିଥାନ୍ତି। ନାଟ ଦେଖୁବା ପାଇଁ ନେ ଲୋକମ ମାନଙ୍କର ଭିଡ ଜମିଥାଏ ଥାଏ | ଦଣ୍ଡନାଚ ପାରଳାଖେମୁ ଖମୁଣ୍ଡି ସହରର ଏକ ଏକମାତ୍ର ସ୍ଥାନ ସ୍ଥାନରେ ମା ଶ୍ୟାମାକାଳୀଙ୍କ ମନ୍ଦିର ସମ୍ମୁଖରେ ପ୍ରତିବର୍ଷ ମେରୁ ସଂକ୍ରାନ୍ତି ପୂର୍ବରୁ ଅନୁଷ୍ଠିତ ହୋଇଥାଏ। ଏ I ଶେଷଦିନରେ ପଣା ସଂକ୍ରାନ୍ତି ଅବସର ରରେ ଦଣ୍ଡନାଚ ସହ ଏଠାରେ ଅନ୍ୟାନ୍ୟ ପୂଜାର୍ଚ୍ଚନା ନା ମଧ୍ୟ କରାଯାଇଥାଏ | ସମସ୍ତ କାର୍ଯ୍ୟକ୍ରମ ମା ଶ୍ୟାମାକାଳି କାଳି ମନ୍ଦିରର ପାଟଭୁଗୁତା ମନୋରଞ୍ଜନ ନାରଞ୍ଜନ ପଟ୍ଟନାୟକଙ୍କ ସମେତ ମନ୍ଦିର କମିଟିର ବ ବହୁ ଯୁବ ଚେ ବ ଗୋଷ୍ଠୀ ପରିଚାଳନା କରୁଛନ୍ତି।ଆଜି ପ୍ରଥ ପ୍ରଥମଦିବସରେ ଦଣ୍ଡନ ସ୍ତନାଚକୁ ଦେଖୁବା ନିମନ୍ତେ ପ୍ରବଳ ଭିଡ ଜମିଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ