ପାରଳା ବିନୋଦିନୀ ବିଜ୍ଞାନ କଲେଜରେ ଯୁବ ଓଡିଶା ନବୀନ ଓଡିଶା କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍ଦୀପନା ଉତ୍ସବ

ପାରଲାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଠାରେ ଥିବା ବିନୋଦିନୀ ବିଜ୍ଞାନ ଉଛ ମାଧ୍ୟମିକ ବିଦ୍ୟାଳୟ ଯୁବ ଓଡିଶା ନବୀନ ଓଡିଶା କ୍ରୀଡା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଉଜାପନୀ ଉତ୍ସବ ପାଳିତ ହୋଇଯାଇଛି ,ଏହି କାର୍ଯ୍ୟକ୍ରମ ର ଆରମ୍ଭ ରେ ବିଜେଡି ନେତା ତଥା ହାଇଟେକ ଗ୍ରୁପ ଅଧକ୍ଷ dr ତିରୁପତି ପାଣିଗ୍ରାହୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଓ କ୍ରୀଡା ବିଷୟ ରେ ନିଖୁଣ ଭାବେ ବୁଝାଇଥିଲେ ତାସହ ଛାତ୍ରଛାତ୍ରୀ ମାନଙ୍କୁ ଓଡିଶା ର ମନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ କିଭଳି ସହଯୋଗ କରିବା ସହ ମାଗଣା ରେ ଉଛ ଶିକ୍ଷା ରେ ସହଯୋଗ କରୁଛନ୍ତି ସେ ବିଷୟରେ ଅବଗତ କରାଇଥିଥିଲେ, ଛାତ୍ରଛାତ୍ରୀ ମାନେ ଉତ୍ସାହ ସହ ଶ୍ରୀ ପାଣିଗ୍ରାହୀ ଙ୍କ ଆଦର୍ଶ କୁ ଅନୁପ୍ରାଣିତ ହୋଇଥିଲେ ,ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଗବରା ତିରୁପତି ରାଓ, ଗୁମ୍ମା ବ୍ଲକ ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀମତୀ ସୁନେମି ମଣ୍ଡଳ ,ମୁଖ୍ୟ ବକ୍ତା ଭାବେ SKCG କଲେଜ ଅଧକ୍ଷ ଜିତେନ୍ଦ୍ର ପଟନାୟକ ,,ସଂମାନିତ ଅତିଥି ଭାବେ dr ତିରୁପତି ପାଣିଗ୍ରାହୀ ,ନୋଡାଲ ଅଫିସର ରବୀନ୍ଦ୍ର ପାଣିଗ୍ରାହୀ,ବିଦ୍ୟାଳର ଅଧକ୍ଷ ମନୋଜ କୁମାର ପଟନାୟକ,କ୍ରୀଡା ଶିକ୍ଷକ ଓ ବିଦ୍ୟାଳୟ ର କର୍ମକର୍ତ୍ତା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରନ କରାଯାଇଥିଲା କାର୍ଯ୍ୟକ୍ରମ ଶେଷ ରେ ଓଡ଼ିଆ ଅଧ୍ୟାପକ ନଳନି କୁମାରି ସାବତ ଧନ୍ୟବାଦ ଜଣାଇଥିଲେ ପରେ ସାସ୍କୃତିକ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନେ ନୃତ୍ଯ ପଦର୍ଶନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ