ପିଲାଙ୍କୁ ଜାଇଡସ୍ ଟିକା ଦେବା ନେଇ ଗାଇଡଲାଇନ୍ ଆସିନି : ଡିଏମଇଟି

ଭୁବନେଶ୍ୱର,(ୱାଇଏନ୍‌ଏସ୍‌): ଛୋଟ ପିଲାଙ୍କୁ ଜାଇଡସ୍ କାଡ଼ିଲା ଟିକା ଦେବା ନେଇ କୌଣସି ଜାତୀୟ ଗାଇଡଲାଇନ ଆସିନାହିଁ । ଗାଇଡଲାଇନ ଆସିବା ପରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯିବ । ବୁଷ୍ଟର ଡୋଜ ଦେବା ନେଇ କୌଣସି ଗାଇଡଲାଇନ ଆସିନାହିଁ । ଇସ୍ରାଏଲ ସମେତ କିଛି ଦେଶରେ ବୁଷ୍ଟର ଡୋଜ ଦିଆଯାଉଛି । ବର୍ତମାନ ଗାଇଡଲାଇନ ଆସିନାହିଁ । ଆଗକୁ ଯଦି ଆବଶ୍ୟକତା ପଡ଼େ, କେନ୍ଦ୍ର ସରକାର ଗାଇଡଲାଇନ ପ୍ରକାଶ କରନ୍ତି ତେବେ ଦିଆଯିବ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।
ଆମ ରାଜ୍ୟରେ ବର୍ତମାନ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୧୨ ପ୍ରତିଶତ ଶିଶୁ ରହୁଛନ୍ତି । ଭୁବନେଶ୍ୱର ଓ କଟକରେ ଲୋକମାନେ କୋଭିଡ ନିୟମ ମାନୁ ନଥିବାରୁ ସଂକ୍ରମଣ ବଢୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ