ପିଲିବନ୍ଧ ପାର୍କ ଉନ୍ନୟନ କାର୍ଯ୍ୟର ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ  

ଛତ୍ରପୁର (ଦେବଦତ୍ତ ମହାରଣା): ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପିଲ୍ଲିବନ୍ଧ ପାର୍କ ପରିସରକୁ ଚାଲିଥିବା ବୋଟିଂ, ମ୍ୟୁଜିକାଲ ଜଳ ଫୁଆର, ଚଲାପଥ, ସୌନ୍ଦର୍ଯ୍ୟକରଣ ବାହ୍ୟ ସବୁଜ ଓ ଶିଶୁ ଉଦ୍ୟାନବିଭିନ୍ନ ଉନ୍ନୟନ କାର୍ଯ୍ୟ ର ତଦାରଖ କରିଛନ୍ତି । ଜିଲ୍ଲାପାଳଙ୍କ ସହ ବିଏମସିକମିସନର ଡଃ ସିଦ୍ଧେଶ୍ୱର ବଳିରାମ ବନ୍ଦାର, ଛତ୍ରପୁର ଏନଏସି ପ୍ରଶାସନିକ ଅଧିକାରୀ ତଥା ଡିଆରଡିଏ ପିଡି ଶିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ୱାସନ୍ ଓ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍ ଗଣେଷ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ