ରାଜନୀତି ପୁରୀ ବିଧାନସଭା ବିଜେପି ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ଜୟନ୍ତ କୁମାର ଷଡଙ୍ଗୀ 04/04/201904/04/2019 admin 0 Comments ପୁରୀ ବିଧାନସଭା ବିଜେପି ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ଜୟନ୍ତ କୁମାର ଷଡଙ୍ଗୀ ଆଜି ପୂର୍ବାହ୍ନରେ ବିଜେପି ତରଫରୁ ପୁରୀ ବିଧାନସଭା ପ୍ରାର୍ଥୀ ଭାବେ ଜୟନ୍ତ କୁମାର ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିରାଟ ପଟୁଆରରେ ଗୁଣ୍ଡିଚା ମନ୍ଦିର ନିକଟରୁ ବାହାରି ସହକର୍ମୀ ମାନଙ୍କ ସହ ଉପଜିଲ୍ଲାପାଳ ଙ୍କ ନିକଟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ । Spread the love