ମଞ୍ଚ ଜ୍ୟୋତି ତରଫର ୁ ଶୋକସଭା ପାଳିତ

ସ୍ଥାନୀୟ ଅଗ୍ରଣୀ ସାସ୍କୃତିକ ପ୍ରତିଷ୍ଠାନ ମଞ୍ଚ ଜ୍ୟୋତି ତରଫରୁ ଆନ୍ତଜାତୀୟ ଖ୍ୟାତି ସଂମ୍ପନ୍ନ ନାଟ୍ୟ ବ୍ୟକ୍ତିତ୍ୱ ପ୍ରଫେସର କାର୍ତ୍ତିକ ଚନ୍ଦ୍ର ରଥ ,ଗୋସାଇଁ ନୂଆଗାଁ ଲୋକ ପ୍ରିୟ ଖଳନାୟକ ଅଭିନେତା ପିତାମ୍ବର ପାଢୀ ଏବଂ ଗଞ୍ଜାମର ଜୈନିକ ସୁନାମ ଧନ୍ୟ ଅଭିନେତା ସୀମାଞ୍ଚଳ ପ୍ରଧାନ (ଛଣମେରୀଙ୍କ ବିୟୋଗରେ ଏକ ଶୋକ ଶୋଭା ବାଲାଜୀ ପେଣ୍ଠସାହି ସ୍ଥିତ ମଞ୍ଚଜ୍ୟୋତି କାର୍ଯ୍ୟାଳୟ ପରିସରରେ ଅନିଷ୍ଟିତ ହୋଇଯାଇଛି । ନାଟ୍ୟ ବିଦ୍ୟାବୁଦ୍ଧ ପ୍ରଫୁଲ ବେହେରାଙ୍କ୍ ଅଧକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଅମର ଆତ୍ମାର ସଦଗତି କାମନା କରିବା ସହ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ମଞ୍ଚଜ୍ୟୋତିର ସଂପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ ପ୍ରଥମେ ନାଟ୍ୟ ବ୍ୟକ୍ତିତ୍ୱ ଙ୍କ ଉପରେ ଆଲୋକ ପାତକରିବା ସହ ଏହି ନାଟ୍ୟକାରରେ ସୁରେନ୍ଦ୍ର କୁମାର ଜେନା , ତ୍ରିପତି ନାୟକ , ଶିକ୍ଷାବିତ ପିତାମ୍ବର ପାଢୀ ,ସ୍ୱର ଗୈାରବ ଏହି ତିନି ଜଣ ନାଟ୍ୟ ବ୍ୟକ୍ତିତ୍ୱଙ୍କ ବିୟୋଗରେ ଓଡିଆ ନାଟ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ମତବ୍ୟକ୍ତ କରିଥିଲେ । ମଞ୍ଚଜ୍ୟୈାତିର ସହ ସଂପାଦକ ଶରତ ଚନ୍ଦ୍ର ନନ୍ଦ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ