ପୁରୀ ଭୂବନେଶ୍ୱର ,କଟକ କୁ ଗଡିବ ବିଦ୍ୟୁତ ଚାଳିତ ବସ୍

ଭୂବନେଶ୍ୱର: (ଯୁଗାବ୍ଦ ନ୍ୟୁଜ୍) : ପୁରୀ ,ଭୂବନେଶ୍ୱର ,କଟକ କୁ ଅତିଶିଘ୍ର ଗଡିବ ବିଦ୍ୟୁତ୍ ଚାଳିତ ବସ୍ । ଶନିବାର ବିଧାନ ସଭାରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ବିଜ୍ଞାନ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।ଦେଶରେ ବାୟୁ ପ୍ରଦୂଷଣ ର ନିରାକରଣ କିପରି କରିବା ମୁଣ୍ଡବିନ୍ଧାର କାରଣ ପାଲଟିଥିବାବେଳେ ବିଦ୍ୟୁତ ଚାଳିତ ବସ୍ ବ୍ୟବହାର ପରେ ବାୟୁ ପ୍ରଦୂଷଣ ରୋକାଯାଇପାରିବ ଏହି ପ୍ରଦୂଷଣ କାର୍ଯ୍ୟକୁ ରୋକିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ତିନି ସହରକୁ ଅତି ଶିଘ୍ର ବିଦ୍ୟୁତ ୍ ଚାଳିତ ବସ୍ ଚଳାଚଳ କରିବ ବୋଲି ବୁଝାମଣା ସ୍ୱାକ୍ଷରିତ ହେବ ବୋଲି ପ୍ରସ୍ତାବ ରହିଛି ।ି ସ୍ୱତନ୍ତ୍ର ସଂସ୍ଥାକୁ କାମ ଦିଆଯାଇଛି । ଏହି ବସ ଗୁଡିକ ୧୦୦ କିିମି ପରିସରରେ ଚାଲିବା ସହ ବାୟୁ ପ୍ରଦୂଷଣ ସାମାନ୍୍ୟ ରୋକାଯାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ