ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଙ୍କୁ ସ୍ୱାଗତ ଜଣାଇଲେ ମୋହନା ବାସୀ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ପୂର୍ବତ ମୁଖ୍ୟମନ୍ତ୍ରୀ ଙ୍କୁ ମୋହନା ବାସୀ ପୁଷ୍ପମାଲ୍ୟଦେଇ ସ୍ୱାଗତ ଜଣାଇଛନ୍ତି କଂଗ୍ରେସରେ ଥିବା ସମୟରେ ମୁଖ୍ୟମନ୍ତ୍ରୀ ହଇଥିଲେ ଗିରଧାରି ଗମାଙ୍ଗ ସେଇ ସମୟରେ ବେଶ ଜଣାଶୁଣା ହଇଥିଲେ ଫୁଣି ସେ ବିଜେପିରେ ଯୋଗ ଦେଇଥିଲେ ସେ ଅଚାନକ ଭୁବନେଶ୍ୱର ପଟୁ ନିଜ ଗ୍ରାମ ରାୟଗଡ଼ା ଜିଲ୍ଲାକୁ ଯିବା ସମୟରେ ମୋହନା ଥାନା ନିକଟରେ ମୋହନା ବାସୀ ତାଙ୍କୁ ଅଟକାଇ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ ଜଣାଇବା ସହ ଆଲୋଚନା କରିଥିଲେ ଏବଂ ଚା ପିଥିଲେ ଉପସ୍ଥିତ ଥିବା ମୋହନା ଅଞ୍ଚଳ ବାସୀଙ୍କ ସହ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ