ପୈାରସଂସ୍ଥା ପକ୍ଷରୁ ମାଗଣା ରନ୍ଧାଖାଦ୍ୟ ଓ ଶୁଖିଲାଖାଦ୍ୟ ବଂଟନ

କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ସହରର ବିଭିନ୍ନ ସ୍ଥାନ ଓ ବସ୍ତିରେ ବାସ କରୁଥିବା ଗରୀବ ଦିନମଜୁରିଆ ଲୋକମାନଙ୍କୁ ମାଗଣା ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଥିବା ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଠାରୁ ସୂଚନା ମିଳିଛି । ଗରୀବ,ବେସାହାରା,ଭିକ୍ଷାବୃତି କରୁଥିବା ଓ ଦିନମଜୁରିଆମାନଙ୍କୁ ଏହି ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ