ପୈାରାଂଚଳର ମୁଖ୍ୟ ରାସ୍ତା ଗୁଡିକୁ ମରାମତି କରାଯିବାକୁ ଦାବୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଚଂଳର ତିନିମୁହାଣିଛକରେ ସହରକୁ ପ୍ରବେଶ ପଥରେ ଥିବା ସ୍ୱାଗତ ଗେଟଟି ପୁରୁଣା ହୋଇ ମରାମତିର ଆବଶ୍ୟକ ଥିବାରୁ ତାହାକୁ ପୈାରସଂସ୍ଥା ପକ୍ଷରୁ ମରାମତି କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି । ତିନିମୁହାଣି ଛକରୁ ଇଛାପୁର ପର୍ଯ୍ୟନ୍ତ ସହରର ମୁଖ୍ୟ ରାସ୍ତାଟିକୁ କେତେକ ସ୍ଥାନରେ ମଧ୍ୟ ମରାମତି କରାଯାଇଛି । କିନ୍ତୁ ଏହି ରାସ୍ତାର ମରାମତି ହୋଇନଥିବା ଅଂଶ ସମେତ ପୈାରାଚଂଳର ଅନ୍ୟ ମୁଖ୍ୟ ରାସ୍ତା ଗୁଡିକୁ ମରାମତି କରାଯିବାକୁ ଜିଲ୍ଲା ପ୍ରଶାସନ ଏବଂ ପୈାରସଂସ୍ଥା ନିକଟରେ ପୈାରାଚଂଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ