କେନ୍ଦ୍ରାପଡ଼ା ପୋଖରୀରେ ବୁଡିଯାଇ କନେଷ୍ଟବଳଙ୍କ ଝିଅର ମୃତ୍ୟୁ 21/03/2020 YWPSENU3 0 Comments ପୋଖରୀରେ ବୁଡିଯାଇ କନେଷ୍ଟବଳଙ୍କ ଝିଅର ମୃତ୍ୟୁ କେନ୍ଦ୍ରାପଡା :ଜିଲ୍ଲାର ଜମ୍ବୁ ମେରାଇନ ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଜିମା ଏକ୍କାଙ୍କ ୩ବର୍ଷର ଝିଅ ମନୀଷାରାଣୀ ହାଂସଦା ଆଜି ଘର ପାଖ ପୋଖରୀ ନିକଟରେ ଖେଳୁଥିବା ବେଳେ ପୋଖରୀରେ ବୁଡିଯାଇ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । Spread the love