ରାଜ୍ୟ ପ୍ରକାଶ ପାଇଲା ଓଜେଇ ପରୀକ୍ଷା ଫଳ 25/07/201925/07/2019 admin 0 Comments ପ୍ରକାଶ ପାଇଲା ଓଜେଇ ପରୀକ୍ଷା ଫଳ (ଯୁଗାବ୍ଦ ନ୍ୟୁଜ) ଆଜି ସ୍ପେସାଲ ଓଜେଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷା ପାଇଁ ୧୪ ହଜାର ୬ଶହ ୨୭ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୧୪ ହଜାର ୬ଶହ ୨୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଆଜିଠାରୁ ରାଙ୍କଧାରୀ ଛାତ୍ରଛାତ୍ରୀ ମାନବେ ଚୟସ ଫିଲିଙ୍ଗ ପାଇଁ ଆବେଦନ କରିପାରିବେ । Spread the love