ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସାରସ୍ଵତ ସୃଜନ ସମାରୋହ -୨୦୨୩ ଅନୁଷ୍ଠିତ

କଟକ, (ଯୁଗାବ୍ଦ ନ୍ୟୁଜ):କଟକ ସଦର ୪୨ ମୌଜା ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସାରସ୍ଵତ ସୃଜନ ସମାରୋହ -୨୦୨୩ ଝାରକଟା ପଞ୍ଚାୟତ ପଟଣା ଜୟହିନ୍ଦୀ କ୍ଲବରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ଭାରତୀୟ କମ୍ୟୁନିକେସନ ଷ୍ଟାଫ୍ ଆସୋସିଏନର ସାଧାରଣ ସଂପାଦକ,ମହାନଦୀ ଓ ପୂର୍ବ ନଦିଆ ମଣ୍ଡଳର ଟ୍ରେଡ୍ ୟୁନିୟନ ଲିଡର ତଥା ସଭାପତି ଇଂ.ଅଶୋକ ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି ସଭାରେ ଡକ୍ଟର ଚିତ୍ତରଂଜନ ବେହେରା,ଡକ୍ଟର କଲିମୁଲ୍ଲା,ରାମଚନ୍ଦ୍ର ଗୋଚ୍ଛାୟତ,ବିଷ୍ଣୁ ଚରଣ ଦାଶ, ସରପଂଚ ଶିଶିର ରାଉତ,ବୀରବର ଲେଙ୍କା,ପ୍ରଫୁଲ୍ଲ ମହାପାତ୍ର,ପ୍ରଭାତ ଖଟୁଆ,ପୀୟୂଷ ରଂଜନ ପରିଡା,ଶରତ ରାୟ,ବିନୋଦ ବେହେରା,ସରୋଜ ସାସମଲ,ପ୍ରସନ୍ନ ବେହେରା,ଶରତ ଚନ୍ଦ୍ର ଖଟୁଆ, ପ୍ରକାଶ ଚନ୍ଦ୍ର ସାହୁ,ରବୀନ୍ଦ୍ର ନାଥ ଦାସ,ମହେଶ୍ୱର ବେହେରା, ସନ୍ତୋଷ ଭୋଇ,କାର୍ତ୍ତିକ ଚନ୍ଦ୍ର ଦାସ,ସନ୍ତୋଷ ପତି,ସନ୍ତୋଷ ଭୋଇ,ନଟବର ବେହେରା,ପ୍ରଶାନ୍ତ କୁମାର ଦାସ, କାଳିଆ ଭୋଇ, କ୍ଷୀରୋଦ ଦାସ,ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ସଂପାଦକ ରୁଦ୍ର ନାରାୟଣ ଦାସ ମଂଚ ପରିଚାଳନା ଓ ଜୟନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ