ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଐତିହାସିକ ମୁହୁର୍ତ

ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଐତିହାସିକ ମୁହୁର୍ତ ଓ ଗୌରବର ବିଷୟ । ଭାରତର ଏକ ଅବିଚ୍ଛେଦ ଅଙ୍ଗ ଭାବରେ ଜାମ୍ମୁ ଓ କାଶ୍ମୀର ଦେଶର ଅନ୍ୟ ଭାଗ ପରି ସମୃଦ୍ଧିର ହକ୍ଦାର । ମୁଁ ନିଶ୍ଚିତ ଯେ ଅଧିକାଂଶ କର୍ପୋରେଟ ବୋର୍ଡରୁମରେ ଜାମ୍ମୁ ଓ କାଶ୍ମୀରରେ ନିବେଶ ଉପରେ ଚର୍ଚ୍ଚା ଅଗ୍ରାଧିକାର ପାଇବ । ଏହି ନିବେଶ ବଳରେ ଆସନ୍ତା ୫ବର୍ଷ ମଧ୍ୟରେ ଏଠିକାର ଯୁବପିଢ଼ି ଅନେକ ନିଯୁକ୍ତି ସୁଯୋଗ ଦ୍ୱାରା ଲାଭବାନ ହେବେ ପୁନିତ ଡାଲମିଆ ପରି•ଳନା ନିର୍ଦ୍ଦେଶକ, ଡାଲମିଆ ଭାରତ ଗ୍ରୁପ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ