ପ୍ରଥମ ଦିନ ରେ ସୁପର ୩୦ କୁ ମିଳିଲା ଜବରଦସ୍ତ ରେସପନସ

ଫିଲ୍ମ ଫ୍ରାଇଡେ ରେ ରିଲଜ ହୋଇଥିବା ହ୍ରିତିକ ରୋଶନ ଙ୍କ ସୁପର ୩୦ ଦର୍ଶକ ମାନଙ୍କ ଭଲ ରେସପନସ ମିଳିଛି । ବକ୍ସ ଅଫିସ ରେ ପ୍ରଥମ ଦିନରେ ୧୨ କୋଟି ଟଙ୍କା କଲେକସନ କରିଛି । ୮୫ କୋଟି ଟଙ୍କା ବଜେଟ ର ଏହି ଫିଲ୍ମ ଟି ଆଗାମୀ ଦିନ ରେ ଆହୁରି ଭଲ ବ୍ୟବସାୟ କରିବ ବୋଲି ସିନେ ସମୀକ୍ଷକ ମାନେ ଆକଳନ କରିଛନ୍ତି । ‘ସୁପର-୩୦’ର କାହାଣୀ ଜଣେ ମହାନ୍ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ।ଏଥିରେ ରିତିକ୍ ରୋଶନଙ୍କ ବିପକ୍ଷରେ ନାୟିକା ମୃଣାଲ ଠାକୁରଙ୍କୁ ଦେଖିବାକୁ ମିଳିଛି। ଏହାଛଡ଼ା ବୀରେନ୍ଦ୍ର ସକସେନା ଏବଂ ପଙ୍କଜ ତ୍ରିପାଠୀଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ