ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉପରେ ବର୍ଷିରେ ମନମୋହନ ସିଂ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ନକରିପାରି ସାଧାରଣ ଜନତାଙ୍କୁ ଠକିଛନ୍ତି ବେଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଶନିବାର ଭାରତ ବଚାଓ ରାଲିରେ ଯୋଗଦେଇ ସେ ଏହା କହିଛନ୍ତି । ନରେନ୍ଦ୍ର ମୋଦି କହିଥିଲେ ୨୦୨୪ ସୁଦ୍ଧା ୫ ଟ୍ରିଲିୟନ୍ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ ବୋଲି ତାହା ଏବେ ଦିବାସ୍ୱପ୍ନ ଭଳି ଲାଗୁଛି  କାରଣ ଦେଶର ଜିଡିପି କୁ ଦେଖିଲେ ଏହା ସହଜରେ ଅନୁମୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ