ପ୍ରବଳ ବର୍ଷା ପାଇଁ ଜିଲ୍ଲାରେ ୟୋଲୋ ୱାର୍ଣ୍ଣି ଜାରୀ

କେବେ କେଉଁ ତାରିଖରେ ରହିଛି ଜିଲ୍ଲା ଗୁଡିକୁ ୟୋଲୋ ୱାର୍ଣ୍ଣି ଜାଣନ୍ତୁ …

ଭୂବନେଶ୍ୱର , ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର ,ଭଦ୍ରକ, ଝାରସୁଗୁଡା ,କେନ୍ଦୁଝର ,ଝାରସୁଗୁଡା, ମୟୂରଭଞ୍ଜ ଏହି ୬ ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟୋଲ ୱାର୍ଣ୍ଣି ଜାରୀ କରାଯାଇଛି । ଏହି ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଏଥିସହ ସୁନ୍ଦରଗଡ ,ମୟୂରଭଞ୍ଜ, ଝାରସୁଗୁଡା ,ଗଂଜାମ ,କନ୍ଧମାଳ ,ନୟାଗଡ ,ଆଦି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହିପରି ଚଳିତ ୨୯ ରୁ ୩୦ ତାରିଖ ମଧ୍ୟରେ କେନ୍ଦୁଝର ,ମୟୂରଭଞ୍ଜ , ସୁନ୍ଦରଗଡ ,ଝାରସୁଗୁଡା, ବରଗଡ ,ପୁରୀ , ଜଗତସିଂହପୁର ଜିଲ୍ଳାକୁ ୟୋଲୋ ୱାର୍ଣ୍ଣି ଜାରୀ କରାଯାଇଛି । ସେହପରି ପାଣିପାଗ ପକ୍ଷରୁଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ,ଝାରସୁଗୁଡା ,ଗଜପତି,କନ୍ଧମାଳ,ନବରଙ୍ଗପୁର ,ରାୟଗଡା ,ନୂଆପଡା ଆଦି ଜିଲ୍ଲା ଗୁଡିକରେ ୟେଲୋ ୱାର୍ଣ୍ଣି ଜାରୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ