ପ୍ରାର୍ଥୀ ପତ୍ର ଦାଖଲ କରିବା ପୂର୍ବରୁ ଆଶ୍ରୀବାଦ ନେଲେ ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବାରଣାସୀ ସଂସଦୀୟ କ୍ଷେତ୍ରରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀ ପତ୍ର ଦାଖଲ ସମୟରେ ବିଜେପିର ବହୁ ବରିଷ୍ଠନେତା ଉପସ୍ଥିତ ୍ଥିଲେ । ନାମାଙ୍କନ ଦାଖଲ କରିବା ପୂର୍ବରୁ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ମୋଦି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ପାଦ ଛୁଇଁ ଆଶ୍ରିବାଦ ନେଇଥିଲେ । ପ୍ରକାଶ ସିଂ ବାଦଲ ହେଇଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ ର ମୁଖ୍ୟ । ପ୍ରାର୍ଥୀ ପତ୍ର ଦାଖଲ କରିବା ପୂର୍ବରୁ ଗତକାଲି ଏକ ବିରାଟ ରୋଡ ସୋ କରି୍ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ