ଫସିଲେ ନ।ର।ୟଣ ସ।ଇ, ୩୦ ତ।ରିଖରେ ଦଣ୍ଡ।ଦେଶ ଶୁଣ।ଇବେ କୋର୍ଟ

ମହିଳ। ଅନୁଗ।ମୀଙ୍କୁ ବଳ।ତ୍କ।ର କରିବ। ମ।ମଲ।ରେ ଆଶ।ର।ମ ବ।ପୁଙ୍କ ପୁଅ ନ।ର।ୟଣ ସ।ଇ ଦୋଷୀ ସ।ବ୍ୟସ୍ତ ହୋଇଛନ୍ତି। ସ୍ଥ।ନୀୟ ଏକ କୋର୍ଟ ମ।ମଲ।ର ବିଚ।ର କରି ନ।ର।ୟଣଙ୍କୁ ଦୋଷୀ ସ।ବ୍ୟସ୍ତ କରିଛନ୍ତି। ଆସନ୍ତ। ୩୦ ତ।ରିଖରେ ବିଚ।ରପତି ତ।ଙ୍କୁ ଦଣ୍ଡ।ଦେଶ ଶୁଣ।ଇବେ।

ଅଭିଯୋଗ ମୁତ।ବକ, ଆଶ।ର।ମ ବ।ପୁଙ୍କ ଆଶ୍ରମକୁ ସୁରତର ୨ ଭଉଣୀ ଆସୁଥିଲେ। ସେମ।ନଙ୍କ ମଧ୍ୟରୁ ଜଣେ ଭଉଣୀ ସୁରତସ୍ଥିତ ଆଶ୍ରମରେ ରହିବ। ସମୟରେ ୨୦୦୨ରୁ ୨୦୦୫ ମଧ୍ୟରେ ତ।ଙ୍କୁ ନ।ର।ୟଣ ସ।ଇ ବଳ।ତ୍କ।ର କରିଥିଲେ। ସେହିପରି ଅନ୍ୟ ଜଣେ ଭଉଣୀ ୧୯୯୭ରୁ ୨୦୦୬ ମଧ୍ୟରେ ଅହମଦ।ବ।ଦ ନିକଟରେ ଥିବ। ଆଶ୍ରମରେ ରହିବ। ସମୟରେ ଆଶ।ର।ମ ବ।ପୁ ତ।ଙ୍କୁ ବଳ।ତ୍କ।ର କରିଥିବ। ଅଭିଯୋଗ ହୋଇଥିଲ।। ୨୦୧୩ରେ ଏ ନେଇ ପୀଡ଼ିତ।ଦ୍ବୟ ନ।ର।ୟଣ ଏବଂ ତ।ଙ୍କ ବ।ପ। ଆଶ।ର।ମ ବ।ପୁଙ୍କ ବିରୋଧରେ ପୃଥକ ଅଭିଯୋଗ କରିଥିଲେ। ଏହ। ପରେ ପୁଲିସ ବଳ।ତ୍କ।ର, ଯୌନ ନିର‌୍ୟ।ତନ।, ବେଆଇନ ଭ।ବେ ବନ୍ଦୀ କରି ରଖିବ। ଏବଂ ଅନ୍ୟ।ନ୍ୟ ଦଫ।ରେ ମ।ମଲ। ରୁଜୁ କରିଥିଲ।। ଏହି ୨ଟି ମ।ମଲ।ରେ ପୁଲିସ ଆଶ।ର।ମଙ୍କ ସମେତ ନ।ର।ୟଣଙ୍କ ୪ ଜଣ ସହଯୋଗୀଙ୍କୁ ଗିରଫ କରିଥିଲ।। କିନ୍ତୁ ପରେ ନ।ର।ୟଣ ଫେର।ର ହୋଇଯ।ଇଥିଲେ। ୨୦୧୩ ଡିସେମ୍ବରରେ ପୁଲିସ ୪୦ ବର୍ଷୀୟ ନ।ର।ୟଣଙ୍କୁ ପଞ୍ଜ।ବ-ହରିୟ।ଣ।ର କୁରୁକ୍ଷେତ୍ର ନିକଟ ପିପ୍‌ଲିରୁ ଗିରଫ କରିଥିଲ।।

ନ।ର।ୟଣଙ୍କ ମ।ମଲ।ରେ ୩୫ ଜଣଙ୍କ ବିରୋଧରେ ୨ଟି ଚ।ର୍ଜଶିଟ୍‌ ଦ।ଖଲ ହୋଇଥିଲ।। ଅଭିଯୁକ୍ତଙ୍କ ବିରେ।ଧରେ ୫୩ ଜଣ ସ।କ୍ଷ୍ୟ ଦେବ। ସହ ଆବଶ୍ୟକ ପ୍ରମ।ଣସ୍ବରୂପ କ।ଗଜପତ୍ର ଦ।ଖଲ ହୋଇଥିଲ।। ଅଭିଯୁକ୍ତଙ୍କ ପକ୍ଷରୁ ୧୪ଜଣ ସ।କ୍ଷ୍ୟ ପ୍ରଦ।ନ କରିଥିଲେ। ସମସ୍ତ ସ।କ୍ଷ୍ୟପ୍ରମ।ଣକୁ ଭିତ୍ତିକରି କୋର୍ଟ ନ।ର।ୟଣଙ୍କୁ ଦୋଷୀ ସ।ବ୍ୟସ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ