ପ୍ରାର୍ଥୀ ପତ୍ର ଦାଖଲ କଲେ ଗୋବିନ୍ଦ ଦାସ
ରେମୁଣା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀ ପତ୍ର ଦାଖଲ କରିବା ପୂର୍ବରୁ ସେ ଗୋପିନାଥ ମନ୍ଦିର ଦର୍ଶନ କରି ସେ ନିଜର ଶହ ଶହ ସମର୍ଥକ ଙ୍କ ସହ ସେ ବଡ ପଟୁଆର ରେ ବାହାରି ସେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ରେମୁଣା ବ୍ଲକ ଅ ଧ୍ୟକ୍ଷ ବିପିନ ବିହାରୀ ଦାସ , ନିତ୍ୟନନ୍ଦ ବେହେରା , ବସନ୍ତ ପ୍ରଧାନ , ବିପିନ ମାରାଣ୍ଡି , ନତ୍ୟାନନ୍ଦ ବେହେରା , ମାନସ ଦାସ , ବିରୁପାକ୍ଷ ମହାପାତ୍ର , ଦାଖଲ ସମୟରେ ୧୫ ହଜାର ରୁ ଉଦ୍ଧ୍ୱ ସମର୍ଥକ ଯୋଗ ଦେଇଥିଲେ ।