ଫରେନ୍ ଟ୍ରିପ୍ ରେ ସାରା

ସାରା ଅଲ୍ଲୀ ଖାଁ । ଏବେ ଶ୍ରୀଲଙ୍କାରେ ଡେରା ପକାଇଛନ୍ତି । ଶୁଟିଂ ବ୍ରେକ୍ ପାଇବା ମାତ୍ରେ ସେ ମାଇଣ୍ଡ ଫ୍ରି କରିବାକୁ ସେଠାକୁ ଯାଇଛନ୍ତି । କିଛିଦିନ ସେ ବିଦେଶରେ ରହି ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବେ । ବର୍ତ୍ତମାନ ମାତେ ପାଖାପାଖି ତିନି ସପ୍ତାହ ବ୍ରେକ୍ ମିଳିଛି । ତେଣୁ ଏହି ସମୟ ଭିତରେ ମୁଁ ଫରେନ୍ ଟ୍ରିପ୍ ପାଇଁ ପୂର୍ବରୁ ପ୍ଲାନିଂ କରିଥିଲି । ବିଦେଶର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବି । କେବଳ ସେତିକି ନୁହେଁ, ଭବିଷ୍ୟତରେ ଏ ନେଇ ଏକ ପୁସ୍ତକ ରଚନା କରିବାକୁ ସ୍ଥିର କରିଛି” ବୋଲି କହିଛନ୍ତି ସାରା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ