ଫେନ ରେ ଚାଦର ଲଗାଇ ଆତ୍ମହତ୍ୟା କଲେ ଯୁବକ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରୀ ଫାଣ୍ଡି ହାଟପଦା ନିକଟସ୍ଥ ଏକ ଘରେ ଦିନ ଦିପହର ରେ ଫେନ ରେ ଚାଦର ଲଗାଇ ସୁନିଲ କୁମାର ପାଣିଗ୍ରାହୀ (୨୨) ଆତ୍ମହତ୍ୟା କରିଛନ୍ତି | ଘଟଣା ରୁ ପ୍ରକାଶ ଆଜିକୁ ଦେଢ଼ମାସ ତଳେ ତାଙ୍କ ବାପା ମଧ୍ୟ ଆତ୍ମହତ୍ୟା କରିଥିଲେ | ବାପା ମରିବା ଦିନଠୁ ସୁନିଲ ର ଦେହକୁ ତା ବାପା ଆସୁଥିବା ପରିବାର ଲୋକେ କହିଛନ୍ତି | ଗତକାଲି ବାହାର କାମ ସରାଇ ସରପଞ୍ଚ ଘରେ ଖାଇ ଆସି ନିଜ ଘରେ କିଏ ନଥିବା ଦେଖି ଫେନ ରେ ଚାଦର ଲଗାଇ ନିଜେ ଆତ୍ମହତ୍ୟା କରିଛନ୍ତି | ଘଟଣା ସ୍ଥଳରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇଥିବା ଥାନା ପକ୍ଷରୁ ଏସଆଇ ପାଣିଗ୍ରାହୀ କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ