ବକ୍ସ ଅଫିସରେ ଧମାଲ କଲା କବୀର ସିଂହ
ସାହିଦ କପୁର ଙ୍କ ଅଭିନୀତ ଚଳଚ୍ଚିତ୍ର ‘କବୀର ସିଂହ’ ଦର୍ଶକ ଙ୍କ ଜବରଦସ୍ତ ରେସପନ୍ସ ମିଳିଛି । ବଡ ପରଦାରେ ରିଲିଜ ହେବା ପରେ ପ୍ରଥମ ଦିନରେ ୨୦.୨୧ କୋଟି ଟଙ୍କା ଆୟ କର୍ିଛି । ୬୦ କୋଟି ବଜେଟ ର ପ୍ରେମ, ବିଚ୍ଛେଦ ଏବଂ ବର୍ବାଦ୍କୁ ନେଇ ତିଆରି ହୋଇଥିବ ଏହି ଫିଲ୍ଲି ଆଗକୁ ମଧ୍ୟ ଏହା ଭଲ ବ୍ୟବସାୟ ଜାରି ରଖିବ ବୋଲି ସିନେ ସମୀକ୍ଷକ ମାନେ କହିଛନ୍ତି ।