ବଜାରକୁ ପ୍ରବେଶ କଲା ବିଏମଡବ୍ଲ୍ୟୁ ୫୩୦-ଆଇ.ଏମ ସ୍ପୋର୍ଟ କାର

ବିଏମଡବ୍ଲ୍ୟୁ ନିଜର ୫-ସିରିଜର ନୂଆ ୱାରିଏଣ୍ଟ ୫୩୦ଆଇ.ଏମ. ସ୍ପୋର୍ଟ ଭାରତରେ ଲଞ୍ଚ କରାଯାଇଛି। ଏହାର ମୂଲ୍ୟ ୫୯.୨୦ ଲକ୍ଷ ଟଙ୍କା ରହିଛି। ୫-ସିରିଜ ରେଞ୍ଜରେ ୫୩୦ଡି ଏମ ସ୍ପୋର୍ଟ ପରେ ଏହି ମଡେଲ ଦ୍ୱିତୀୟ ଏମ. ସ୍ପୋର୍ଟ କାର ପ୍ରସ୍ତୁତ କରିଛି। ସୂଚନା ଅନୁସାରେ ୫୩୦ ଆଇ.ଏମ ସ୍ପୋର୍ଷ୍ଟରେ ୨.୦ ଲିଟର ପେଟ୍ରୋଲ ଇଞ୍ଜିନ ରହିଛି।
ଏହି କାରରେ ଅପଡେଟ ଏଲିଡି ହେଡଲ୍ୟାମ୍ପ, ୧୨.୩ ଇଞ୍ଚ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଗ୍ଲାସ ରୁଫ, ଏମବିଏଣ୍ଟ ଲାଇଟିଂ, ଫ୍ରଣ୍ଟ ଓ ରିଅର ପାର୍କିଂ ସେନସର, ଆଣ୍ଟି-ଡେଜଲ ମିରର, ହ୍ୟାଣ୍ଡସ୍ କି ପାର୍କିଂ, ୩୬୦ଂ କ୍ୟାମେରା, ହାର୍ମନ କାର୍ଡନ ସାଉଣ୍ଡ ସିଷ୍ଟମ, ୱେୟାରଲେସ ମୋବାଇଲ ଚାର୍ଜିଂ ଆଦି ସୁବିଧା ରହିଛି। ଏଥିରେ ୧୦.୨୫ ଇଞ୍ଚ ଟଚସ୍କ୍ରିନ ସନଫୋମେଣ୍ଟ ସିଷ୍ଟମ, ରିମୋଟ ପାର୍କିଂ କରିବା ପାଇଁ ଡିସପ୍ଲେ ଫିଚର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ