ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟଗଣ୍ଡା ଗ୍ରାମ ରେ ଆଜି ଅପରାହ୍ନ ରେ ବଜ୍ରାଘାତ ରେ ୪ଟି ବଳଦ ଓ ଗୋଟିଏ ଗାଈ ର ମୃତ୍ୟୁ ଘଟିଛି, ମୃତ ଗାଈ ଓ ବଳଦ ସେହି ଗ୍ରାମ ର ଗରିବ ହରିଜନ ଅଳିଅ ନାଇକ ଓ ଭିକାରି ନାଇକ ଙ୍କ ର ବୋଲି ଜଣାପଡିଛି, ଏହି ଅଘଟଣ ଘଟିବା ପରେ ପରିବାର ତରଫରୁ ସରକାରୀ ସହାୟତା ଦେବା ପାଇଁ ଅନୁରୋଧ କରିଛନ୍ତି ।