ବଟି ମାଗିବାରୁ ମାମଲା ରୁଜୁ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ସରସଦା ଠାରେ ବଟିମାଗିବାରୁ ଦୁଇଜଣ ନାମରେ ପୁଲିସ ମାମଲା ରୁଜୁ କରିଥିବା ଜଣାପଡିଛି । ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ କିଛି ଟ୍ରକ ମଣିନାଥପୁର ନିକଟ ବୈତରଣୀ ନଦୀରୁ ବାଲି ବୋଝେଇ କରି ଭଦ୍ରକ ଆସୁଥିବାବେଳେ ସରସଦା ଠାରେ ଏହାକୁ ଅଟକାଇଥିଲେ । ବାଲିଗାଡିରୁ ଜୋରଜବରଦସ୍ତ ଚାନ୍ଦା ମଗାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗକୁ ଭିତ୍ତିକରି ୩୬/୨୧ରେ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ