ବନ୍ଧୁର ବନ୍ଧୁତ୍ୱ
ଥିଲେ ପାଖରେ ଗୋଟେ ବନ୍ଧୁ ।
ଲାଗେ ଯେମିତି ଅଛି ପାଖରେ ସାତ ସିନ୍ଧୁ ।
ବନ୍ଧୁର ଦୁଃକ ଗୋଟେ ବନ୍ଧୁ ହିଁ ବୁଝିପାରେ ।
ସବୁ ଋଣ ସୃଷ୍ଟି ହୋଇପାରିବ ବନ୍ଧୁର କେହି କେବେ ସୁଜି ନପାରେ।।
ବନ୍ଧୁଟେ ଥିଲେ ପାଖରେ ଲାଗେ ସେମିତି ଅଛି ସାତ ବାଘର ବଳ ।
ଶତ୍ରୁ ଥିଲେ ବି ପାଖରେ ବନ୍ଧୁଟିଏ ନଥିବ ଲାଗେ ଏକା ଏକା ଦୁର୍ବଳ ।
ଦୁଖରେ ବନ୍ଧୁ ସୁଖରେ ବି ବନ୍ଧୁ ଛିଡା ହୋଇଥାଏ ଆମ ଘର ପାଖରେ ।
ଭାଇ ଭଉଣୀ ବି ହୋଇଯାଏ ଭଗାରୀ ।।
ଗୋଟେ ବନ୍ଧୁ ରହିଥାଏ ସବୁବେଳେ ଆମ ସାଥିରେ ।
ମନର କଥା ଗୋଟେ ବନ୍ଧୁ ହିଁ ଆଗ ଜାଣିପାରେ।
ଦେଖାଇ ଥାଏ ଆମକୁ ସିଏ ଭଲ ବାଟ।
ନରଖି ଛନ୍ଧ କପଟ ମନରେ।
ପଢିବା ପାଇ ନଥିବ ଯଦି ପାଖରେ ଗୋଟେ ବହି।
ଦେଇ ଦିଏ ନିଜ ଖାତାବହି ମାଡ ଖାଇ ସବୁ ସିଏ ଯାଏ ସହି ।
ବନ୍ଧୁର ବନ୍ଧୁତ୍ୱ କୁ କେବେ ନକର ଛଳନା ।।
ଡାକିଲେ ଥରେ ଆସୁଥାଏ ସିଏ ଧାଇଁ ନକରେ ସେକେବେ ମନା
ଆମ ଜୀବନରେ ବନ୍ଧୁଟିଏ ଲୋଡା ସବୁଦିନ
ବନ୍ଧୁଟିଏ ବିନା ଜିଇଁ କି ପାରିବ ଏ ଜୀବନ ।