ବାଇକକୁ ଧକ୍କାଦେଲା ବସ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରାଙ୍କିଆ ନିକଟ ଶନିବାର ସକାଳେ ଏକ ଘରୋଇ ବସ୍ ଧକ୍କାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛନ୍ତି । ଆହାତଙ୍କୁ କଟକ ହସପିଟାଲରେ ଭର୍ତ୍ତିକରାଯାଇଛି ।ମୃତକ ମଠକରଗୋଳା ଅଂଚଳର ଗତିକ୍ରୃ୍ଷ୍ଣ ଖୁଣ୍ଟିଆ ବୋଲି ଜଣାପଡିଛି । ଏହାକୁ ପ୍ରତିବାଦ କରି ସ୍ଥାନୀୟ ଲୋକେ ରାଙ୍କିଆ ଠାରେ ଜିରାଳ ଓ- ପାଣ୍ଡିଆ ରାସ୍ତାକୁ ଅବରୋଧ କରିଛନ୍ତି ।