ବାଇକକୁ ଧକ୍କାଦେଲା ବସ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରାଙ୍କିଆ ନିକଟ ଶନିବାର ସକାଳେ ଏକ ଘରୋଇ ବସ୍ ଧକ୍କାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛନ୍ତି

Read more

Advertisement

ଏବେ ଏବେ