ବାତ୍ୟାକ୍ଳିଷ୍ଟଙ୍କ ପାଇଁ ସମବେଦନା
ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଦ୍ବାରା ଫଣି ବାତ୍ୟାକ୍ଳିଷ୍ଟଙ୍କ ପାଇଁ ସମବେଦନା ପ୍ରକାଶ କରାଯାଇ ଥିଲା I ମୃତାହତଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇ ସହଯୋଗ ସଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ପାଣ୍ଠିକୁ ଟ.୯,୦୦୦/- ପଠାଯାଇ ଥିଲା ବିଷମ ସ୍ଥିତିରେ ଭଗବାନ ବାତ୍ୟା ପୀଡିତଙ୍କୁ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରିବାକୁ ପ୍ରାର୍ଥନା କରାଯାଇ ଥିଲା।