ବାରଖମାରେ ପୋଲିସର ଫ୍ଲାଗମାର୍ଚ୍ଚ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବଡଦିନକୁ ଆଖିଆଗରେ ରଖି ଉପଖଣ୍ଡ ପୋଲିସ ପ୍ରସାସନ ତରଫରୁ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଠାରେ ଫ୍ଲାଗମାର୍ଚ୍ଚ କରିଛନ୍ତି । ବାରଖମାର ମେଡିକାଲ ସମ୍ମୁଖରୁ ଏହି ଫ୍ଲାଗମାର୍ଚ୍ଚ ବାହାରି ବଜାର ଦେଇ ଥାନାକୁ ଆସିଥିଲେ । ଏଥିରେ ଉପଖଣ୍ଡ ଆରକ୍ଷି ଅଧିକାରୀ ୟସପ୍ରତାପ ଶ୍ରିମଲ ,ବାଲିଗୁଡା ଆଇଆଇସି ଶୁଶାନ୍ତ କୁମାର ସାହୁ,ବାରଖମା ଫାଢଣ୍ଡି ଅଧିକାରୀ ହରିଶଙ୍କର ମାଠିଆ ସମେତ ।ନ୍ୟ ପୋଲି କର୍ମଚାରୀ ଓ ସଅ।।ରପିଏଫ ଯବାନ ମାନେ ସାମିଲ ଥିଲେ । ଆଉ ଦିନକ ପରେ ବଡଦିନ ରହିଛି । ଏଥି ନିମନ୍ତେ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛିି ।ସୟରକ୍ଷା ଦୃଷ୍ଟି କୋଣରୁ ସମସ୍ତ ଚର୍ଚ୍ଚ ଆଗରେପୋଲିସ ଫୋର୍ସ ମୃତୟନ କରାଯିବ ଓ ସବୁ ବେଳେ ପୋଲିସ ପଇଁତରା ମାରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ