ବାଲିପଦର ଫାଣ୍ଡିରେ ନୂତନ ଓଆଇସି ଙ୍କ ଦାୟିତ୍ୱ ଗ୍ରହଣ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ବାଲିପଦର ପୋଲିସ୍ ଫାଣ୍ଡିର ନୂତନ ଓଆଇସି ଭାବେ ସମିର କୁମାର ବେହରା, ପୂର୍ବତନ ଫାଣ୍ଡି ଅଧିକାରୀ ଆଇଆଇସି ପୁର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଆଇସି ଶ୍ରୀ ବେହରା ପୋଲସରା ଥାନାରୁ ବଦଳିହୋଇ ଆସି ବାଲିପଦର ଫାଣ୍ଡି ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଆଇଆଇସି ଶ୍ରୀ ପ୍ରଧାନ ଭେଜିପୁଟ ଥାନାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବାଲିପଦର ସରପଞ୍ଚଙ୍କ ସମେତ ବହୁ ବୁଦ୍ଧିଜୀବୀ ଶ୍ରୀ ବେହରାଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ