ବାଲେଶ୍ବର ପୌରାଞ୍ଚଳ ସ୍ଥିତ ୧୮ନଂ ୱାର୍ଡରେ ଶୁଭାରମ୍ଭ ହୋଇଛି “ଜୟ ଜଗନ୍ନାଥ ଅର୍ପଣ ରଥ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ବର ପୌରାଞ୍ଚଳ ସ୍ଥିତ ୧୮ନଂ ୱାର୍ଡରେ ଶୁଭାରମ୍ଭ ହୋଇଛି “ଜୟ ଜଗନ୍ନାଥ ଅର୍ପଣ ରଥ” ଏହି ଅବସରରେ ସକାଳ ୧୦.୩୦ମିନିଟରେ ଉକ୍ତ ୱାର୍ଡର କାଉସିଲର ଶ୍ରୀମତୀ ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କ ପ୍ରତ୍ୟେକ ତତ୍ବାବଧନରେ ବାଲେଶ୍ବର ଝାଡେଶ୍ବର ମନ୍ଦିରରୁ ରଥ ବାହାରି ସହରର ନୂଆବଜାର, ଫାଣ୍ଡିଛକ,ନିଳିଆବାଗ,ରାଣୀପାଟଣା,ଅରଡବଜାରର ବିଭିନ୍ନ ସାହି ପରିକ୍ରମା କରିଥିଲା।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଉପନଗରପାଳ ମନୋଜ ରାଉତ,କାଉସିଲର ମୀତା ପଟ୍ଟନାୟକ,ସବିତା ରାଣୀ ଦାସ,ମୀରାଜ ବାନୋ,ସେକ ଆୟୁବ,ସୁନିଆ ମୁମୃ,ପୂର୍ବତନ କାଉସିଲର ଧନଞ୍ଜୟ ଜେନା,ସାକିର ଖାନ,ଯୁବନେତା ସେକ ଅନସର,ଅକ୍ଷୟ ନାୟକ,ପ୍ରକାଶ ଚନ୍ଦ୍ର ମହାନ୍ତି,ନିରଞ୍ଜନ ପରିଡା,ଅକ୍ଷୟ ନାୟକ,ପୂର୍ବୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ